2025 ଫେବ୍ରୁଆରୀରେ କେନ୍ଦ୍ରାପଡ଼ା ଡେରାବିଶରେ ଆରମ୍ଭ ହୋଇଥିଲା ଖଲିପତ୍ର ୟୁନିଟ୍। ଆରମ୍ଭରୁ ଏଥିରେ 700 ମହିଳା ନିୟୋଜିତ ହୋଇଥିବା ବେଳେ, କଞ୍ଚାମାଲ ପାଇଁ ଅର୍ଥ ଅଭାବରୁ ବନ୍ଦ ହେବାକୁ ବସିଛି । ରିପୋର୍ଟ:ରାଧାକାନ୍ତ ମହାନ୍ତି