Surprise Me!

ପୁରୀ ପଞ୍ଚତୀର୍ଥ ପୁଷ୍କରିଣୀରେ ମାଳ ମାଳ ସମସ୍ୟା: ଶୋଚନୀୟ ଅବସ୍ଥାରେ ଶ୍ବେତଗଙ୍ଗା, ଭକ୍ତଙ୍କ ସୁରକ୍ଷା ବ୍ୟବସ୍ଥା ଦାବି

2026-08-10 5 Dailymotion

ପୁରୀରେ ତୀର୍ଥ ପୁଷ୍କରିଣୀ ଗୁଡ଼ିକରେ ସୁରକ୍ଷିତ ସ୍ନାନ ବ୍ୟବସ୍ଥା ନାହିଁ, ବୁଡ଼ିଯାଇ ଅକାଳରେ ଯାଉଛି ଶ୍ରଦ୍ଧାଳୁଙ୍କ ଜୀବନ, ସୁରକ୍ଷା ପାଇଁ ସବୁ ଲାଇଫ ଗାର୍ଡ ମୁତୟନ ଦାବି । ସ୍ପେଶାଲ ରିପୋର୍ଟ: ଶକ୍ତିପ୍ରସାଦ ମିଶ୍ର