ଇଂରେଜ ବିରୋଧ ଆନ୍ଦୋଳନରେ ଲଢିଥିଲେ ଗଞ୍ଜାମ ବ୍ରହ୍ମପୁର ମାଟିର ସ୍ବାଧୀନତା ସଂଗ୍ରାମୀ ମାଷ୍ଟର ସାନାୟା ପାନ୍ତୁଲୁ । ସପତ୍ନୀକ ସ୍ବାଧୀନତା ଆନ୍ଦୋଳନରେ ଯାଇଥିଲେ ଜେଲ ।