ନୟାଗଡ଼ ଭାପୁର ବ୍ଲକ କେନ୍ଦୁପଲ୍ଲୀ ଗାଁରେ କୁକୁଡ଼ା ଫାର୍ମକୁ ନେଇ ଉତ୍ତେଜନା । ଫାର୍ମରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ପାଇଁ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଜୀବନ ଯାଉଥିବା ଅଭିଯୋଗ ।