Surprise Me!

କଳାହାଣ୍ଡିରେ ଭୟଙ୍କର ବର୍ଷା; ଦିବାଲ ବ୍ରିଜ, ଭୁଶୁଡ଼ିଲା କେନାଲ

2025-09-28 4 Dailymotion

କଳାହାଣ୍ଡିରେ ପ୍ରକୃତିର କରାଳ ରୂପ । ରାତିରେ ପ୍ରବଳ ବର୍ଷାରେ ବ୍ରିଜ ଦବିବା ସହ କେନାଲ ଭୁଶୁଡ଼ି ପଡ଼ିଛି । ହେକ୍ଟର-ହେକ୍ଟର ଚାଷ ଜମି ଜଳମଗ୍ନ ।