ଗତକାଲି ୬୦ ଜଣ ଚିକିତ୍ସା ପାଇଁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଆସିଥିବା ବେଳେ ଏଥିମଧ୍ୟରୁ ୨ ଜଣ ଗୁରୁତର ଭାବରେ ଚିକିତ୍ସିତ ହେଉଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ଅତିରିକ୍ତ ଅଧିକ୍ଷକ ।