ନୂଆ ଉଦ୍ୟୋଗୀଙ୍କ ପାଇଁ ଅର୍ଥରୁ ଆରମ୍ଭ କରି ଜମି ପର୍ଯ୍ୟନ୍ତ ରାଜ୍ୟ ସରକାର ସହଯୋଗ ଯୋଗାଇବେ । ଓଡ଼ିଆ ଯୁବକ ଆଗାମୀ ଦିନରେ ବଡ଼ ଉଦ୍ୟୋଗପତି ହେବା ରାସ୍ତାର ପଥିକ ହେବେ ।