ଜଳବାୟୁ ପରିବର୍ତ୍ତନ ପ୍ରଭାବ କିପରି ବିଶ୍ବ ଉପରେ ପଡୁଛି । ଗ୍ରୀନପିସ ସଂସ୍ଥା ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ବିଭାଗର କର୍ମକର୍ତ୍ତା ସେଲୋନି ଗଡନାୟକ ଇଟିଭି ଭାରତ ସହ ସ୍ବତନ୍ତ୍ର ଆଲୋଚନା କରିଛନ୍ତି ।