କିଛି ବର୍ଷ ହେଲା ପାରାଦୀପ ସମୁଦ୍ରତଟ ଓ ନଦୀ ମୁହାଣରେ ଅନବରତ ଭାବେ ସଫେଇ କାର୍ଯ୍ୟ କରି ଆସୁଛନ୍ତି ବାପି। ବର୍ତ୍ତମାନ ସେ ସ୍କୁଲ୍ଗୁଡ଼ିକୁ ଯାଇ ଛାତ୍ରଛାତ୍ରୀଙ୍କୁ ପ୍ଲାଷ୍ଟିକର ବିପଦ ବିଷୟରେ ସଚେତନ କରୁଛନ୍ତି।