ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ବିଳମ୍ୱିତ ରାତିରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମୋହନ ସରକାର ଆଣିବେ ଅତିରିକ୍ତ ବଜେଟ । ମଞ୍ଜୁରୀ ଦେଲା ମନ୍ତ୍ରୀ ପରିଷଦ ।