ବିଶ୍ୱରେ ଏହି ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ପାଇଁ ଉତ୍କୃଷ୍ଟ 4ରୁ 5ଟି ସ୍ଥାନ ମଧ୍ୟରୁ ସର୍ବୋତ୍କୃଷ୍ଟ ସ୍ଥାନ ହେଉଛି ଗହୀରମଥା । ବନବିଭାଗର କାର୍ଯ୍ୟକାରିତା ଉପରେ ପରିବେଶବିତ୍ ପ୍ରଶ୍ନ କରୁଛନ୍ତି ।