ବିଜେଡି ଉପସଭାପତି ପ୍ରତାପ ଜେନାଙ୍କ ବାସଭବନ ସମ୍ମୁଖରେ ହୋଇ ଥିବା ଅପ୍ରୀତିକର ଘଟଣାକୁ ନେଇ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ନିନ୍ଦା କରିଛନ୍ତି । ରିପୋର୍ଟ:ନାରୟଣ ସାହୁ