ଅନନ୍ତପୁର ସାହିରେ ଜନଗଣନାରେ କାର୍ଯ୍ୟରତ ୪ ଜଣ ଅଧିକାରୀଙ୍କୁ ବାପା ଓ 2 ପୁଅଙ୍କ ଆକ୍ରମଣ । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ନେଇ ପୋଲିସ ଅଧିକାରୀଙ୍କ ସୂଚନା । ରିପୋର୍ଟ: ଉର୍ମିଳା ପାତ୍ର