ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟ ୬ଟି ବିଭାଗର ୮ଟି ପ୍ରମୁଖ ବିକାଶ ପ୍ରସ୍ତାବକୁ ଅନୁମୋଦନ କରିଛି । ରିପୋର୍ଟ: ଭବାନୀ ଶଙ୍କର ଦାସ