ଗଞ୍ଜାମ ଜିଲ୍ଲାରେ ଆଇସୋଲେସନ ୱାର୍ଡ, ଅକ୍ସିଜେନ ବେଡ୍,ଅକ୍ସିଜେନ ସିଲିଣ୍ଡର ଏବଂ ଆବଶ୍ୟକ ଚିକିତ୍ସା ସାମଗ୍ରୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଗାଁଗୁଡ଼ିକରେ ସଚେତନତା ସୃଷ୍ଟି କରିବେ ଆଶା ଏବଂ ଏଏନଏମ୍ କର୍ମୀ ।ରିପୋର୍ଟ-ସମୀର ଆଚାର୍ଯ୍ୟ