ପଞ୍ଚତୀର୍ଥ ମଧ୍ୟରୁ ଗୁପ୍ତ ଗଙ୍ଗା, ଆକାଶଗଙ୍ଗା, ରାଧାକୁଣ୍ଡ ଓ ଶ୍ୟାମକୁଣ୍ଡ ଖଣ୍ଡଗିରି ପାହାଡ଼ ଉପରେ ରହିଥିବା ବେଳେ ଲଳିତା କୁଣ୍ଡ ବା ରାଣୀ କୁଣ୍ଡ ଉଦୟଗିରି ପାହାଡ଼ ଉପରେ ରହିଛି ।