Surprise Me!

ସମାଜସେବାରେ ସମର୍ପିତ: ଶୋଷିଲାଙ୍କୁ ଜଳ, ଭୋକିଲାଙ୍କୁ ଭୋଜନ

2025-05-21 8 Dailymotion

ଖରାବେଳେ ଖୋଲିଛନ୍ତି ଜଳଛତ୍ର । ସଂଧ୍ୟା ନଇଁଲେ ଅସହାୟଙ୍କୁ ବାଣ୍ଟୁଛନ୍ତି ଖାଦ୍ୟ । 15 ବର୍ଷ ହେଲା ଚଲାଇଛନ୍ତି ନିରବଛିନ୍ନ ମାଗଣା ସେବା । ଆସନ୍ତୁ ଜାଣିବା କିଏ ଏହି ବ୍ୟକ୍ତି ?