ଭୁବନେଶ୍ୱରରେ ଶିଶୁ-ଅନୁକୂଳ ସ୍ଥାନ ସୃଷ୍ଟି କରିବା ପାଇଁ ବିଏମସି ଏବଂ ୟୁନିସେଫ ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ, ପ୍ରଥମ ପ୍ରୟାସରେ ୧୬ଟି ଭିନ୍ନ ସ୍ଥାନକୁ ପରିବର୍ତ୍ତନ କରାଯିବ ।