ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଘୋଷଣା ରାଜ୍ୟ ରାଜନୀତିକୁ ରୋଚକ କରିଛି । କେଉଁ ଦଳକୁ ଯିବ ଚତୁର୍ଥ ଆସନ ସେନେଇ ସସପେନ୍ସ ବଢିଛି ।