ବଲାଙ୍ଗୀର ସହରର 16ଟି ପୋଖରୀ ରକ୍ଷଣାବେକ୍ଷଣ ଅଭାବରୁ ଦୂଷିତ ହୋଇ ପଡିଥିଲା। ଏହାର ପୁନରୁଦ୍ଧାର କାମକୁ ନେଇ ରାଜନୀତି ଜୋର ଧରିଛି ।ରିପୋର୍ଟ-ଶେଖ ମହମ୍ମଦ ୱାହିଦ