ଜଙ୍ଗଲରେ ସୀମିତ ଥିବା କାଇ ଚଟଣୀ ଏବେ ଓଡ଼ିଶାର ବିଭିନ୍ନ ହୋଟେଲ ଓ ରେସ୍ତୋରାଁରେ ପରଷା ଯାଉଛି । ଏହି ଆଦିବାସୀ ଖାଦ୍ୟର ପୋଷକ ତତ୍ତ୍ୱ ପର୍ଯ୍ୟଟକ ଓ ଖାଦ୍ୟପ୍ରେମୀଙ୍କୁ ଆକର୍ଷିତ କରୁଛି ।