ଶଶୁର ଘର ଗାଁ ପାହାଡପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା । ପିଲାଙ୍କୁ ଚକୋଲେଟ ବାଣ୍ଟିଲେ, ସାନ୍ତାଳୀ ଭାଷାରେ ମହିଳାଙ୍କ ସୁଖ ଦୁଃଖ ପଚାରି ବୁଝିଲେ ରାଷ୍ଟ୍ରପତି ।