ପାଣିରେ ଚାଲୁଥିବା ଏହି ୱାଟର ମେଟ୍ରୋ 20ଟି ଉଚ୍ଚ କ୍ଷମତା ବିଶିଷ୍ଟ ବ୍ୟାଟେରୀ ଦ୍ବାରା ଏହା ସଞ୍ଚାଳିତ ହୋଇଥାଏ । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏଥିରେ ବିଭିନ୍ନ ଯନ୍ତ୍ରପାତିର ବ୍ୟବହାର କରାଯାଇଛି ।