ଜନସଂଖ୍ୟା ଅନୁଯାୟୀ ମୋଟ ୩୯ ଟି ଓ୍ବାର୍ଡ ଗଠନ କରାଯାଇଛି । ଜନସଂଖ୍ୟା କମ୍ ଥିବା ଦୃଷ୍ଟିରୁ ୨ ନମ୍ବର ଏବଂ ୩ ନମ୍ବର ଓ୍ବାର୍ଡକୁ ମିଶାଇ ଗୋଟିଏ ଓ୍ବାର୍ଡ କରାଯାଇଛି ।