ଅର୍ଦ୍ଧ ସାମରିକ ବାହିନୀକୁ ଆହୁରି ମଜବୁତ କରିବା ଲାଗି କେନ୍ଦ୍ର ସରକାର ସମସ୍ତ ପ୍ରକାରର ବ୍ୟବସ୍ଥା କରିବେ ବୋଲି ଆଜି ମୁଣ୍ଡଳୀ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି ଶାହ ।