ସମଲେଇ ମନ୍ଦିର କ୍ୟାମ୍ପସ ପଛରେ ମଦ ଓ ମାଂସ ଆସର ସଂପର୍କିତ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାକୁ ଗୁରୁତ୍ବର ନେଇଛନ୍ତି ସମ୍ବଲପୁର ମହାନଗର ନିଗମ ଏବଂ ଜିଲ୍ଲା ପ୍ରଶାସନ।