Surprise Me!

ମଧ୍ୟପ୍ରାଚ୍ୟରେ ଯୁଦ୍ଧ: କମର୍ସିଆଲ ଗ୍ୟାସ ଯୋଗାଣରେ କଟକଣା, ପ୍ରଭାବିତ ହେବ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ

2026-03-10 7 Dailymotion

ଯୁଦ୍ଧ ପାଇଁ ଭାରତକୁ ଏଲପିଜି ଗ୍ୟାସ ଯୋଗାଣ ବାଧାପ୍ରାପ୍ତ । କମର୍ସିଆଲ ଗ୍ୟାସ ଯୋଗାଣ ଉପରେ ଲାଗିଲା କଟକଣା । ପୁରୀରେ ପ୍ରଭାବିତ ହେବ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ।