ସ୍କୁଲ ପାଇଁ ଅନ୍ୟତ୍ର 3ଟି କୋଠରୀ ନିର୍ମାଣ ସରିଛି । କିନ୍ତୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ହୋଇନି ହସ୍ତାନ୍ତର । ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅନେକ ଥର ଜଣାଇଥିଲେ ବି ଫଳ ଶୂନ ।