SCB ମେଡିକାଲ ଟ୍ରମା କେୟାର ଆୟୁସିୟୁରେ ଲାଗିଥିବା ନିଆଁରେ 10 ରୋଗୀଙ୍କ ଜୀବନ ଅକାଳରେ ଚାଲିଯାଇଛି । କିଛି ରୋଗୀଙ୍କ ପରିଜନଙ୍କୁ ଏପର୍ଯ୍ୟନ୍ତ ରୋଗୀଙ୍କୁ ଦେଖା କରିବାର ସୁଯୋଗ ମିଳିନାହିଁ ।