Surprise Me!

ଝାରସୁଗୁଡ଼ାରେ ପରିବାର ପୁନଃମିଳନର ପ୍ରୟାସ..ଜିଲ୍ଲାପାଳଙ୍କ ଅଭିନବ ଅଭିଯାନରେ ଘରକୁ ଫେରିଲେଣି 20 ଅସହାୟ

2026-03-23 4 Dailymotion

ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାଣଙ୍କ ହ୍ବାରା ଆରମ୍ଭ ହୋଇଛି ସ୍ନେହ-ସେତୁ । ଏହି ଅଭିନବ ପ୍ରୟାସ ଖୋଜି ଦେଉଛି ପରିବାରର ଠିକଣା । ପଢନ୍ତୁ, ଗୁରୁଚରଣ ବାଘଙ୍କ ରିପୋର୍ଟ ।