Surprise Me!

ଜଳକଷ୍ଟ ଦୂର ପାଇଁ ସାଜିଲେ ‘ଜଳ ଯୋଦ୍ଧା', ଗାଁ ଲୋକଙ୍କ ପାଇଁ ଖେଳିଲେ 50 ଫୁଟର କୂଅ

2026-03-26 30 Dailymotion

ନିଜ ପରିବାର ପାଇଁ ନୁହେଁ ବରଂ ଗାଁ ଲୋକଙ୍କ ଜଳ ଯନ୍ତ୍ରଣା ଦୂର ପାଇଁ କୂଳ ଖୋଳି ଚର୍ଚ୍ଚାରେ ‘ଜଳ ଯୋଦ୍ଧା' । ଦେଖନ୍ତୁ ବିକାଶ କୁମାର ଦାସଙ୍କ ସ୍ୱତନ୍ତ୍ର ରିପୋର୍ଟ ।