ଜାତୀୟ ଫ୍ୟାଶନ୍ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନର ‘Spectrum 2026' : କଳାକୃତି, ସୃଜନଶୀଳତା, ସଂସ୍କୃତି ଏବଂ ହସ୍ତଶିଳ୍ପର ଏକ ମିଳିତ ପ୍ରଦର୍ଶନ
2026-03-27 32 Dailymotion
NIFT ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ବିଭାବରୀ କୁମାର ପାରମ୍ପରିକ ହସ୍ତଶିଳ୍ପକୁ ଆଧୁନିକ ଫ୍ୟାଶନ୍ ଶିକ୍ଷା ସହିତ ସମନ୍ୱିତ କରିବାର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ।