ଥାନା ଘେରିଲେ ଏୟାରଫିଲ୍ଡ ଅଞ୍ଚଳର ଗ୍ୟାସ୍ ଉପଭୋକ୍ତା । ଲୋକଙ୍କ ଅଭିଯୋଗ, ଗ୍ୟାସ୍ ବିକିଦେଇ ଅଫିସ ତାଲା ପକାଇ ଫେରାଇ ଏଜେନ୍ସି ମାଲିକ । ରିପୋର୍ଟ- ଦେବସ୍ମିତା ରାଉତ