ଅହମ୍ମଦାବାଦରୁ ବାଲେଶ୍ଵରକୁ ଲମ୍ବିଛି ବେଆଇନ କଫ ସିରପ ଚୋରା ଚାଲାଣ ଚେର । ଫୁଲନଖରାରୁ ଜବତ ହେଲା ୧୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କଫ ସିରପ । ରିପୋର୍ଟ- ସତ୍ୟଜିତ ରାଉତ