Surprise Me!

ଗଜପତିରେ ପୋଲିସ ଚଢ଼ାଉ; ଜଣଙ୍କ ଘରୁ ଜବତ ହେଲା 137 ବାଇକ, 127 ମୋବାଇଲ

2026-06-12 11 Dailymotion

ଗିରଫ ବ୍ୟକ୍ତି ଜଣକ ଅଞ୍ଚଳର ଲୋକଙ୍କୁ ଟଙ୍କା ଦେଇ ବାଇକ, ମୋବାଇଲ ବନ୍ଧକ ରଖୁଥିଲେ l ଜୁଆ ଖେଳକୁ ନେଇ ମଧ୍ୟ ଟଙ୍କା କାରବାର କରୁଥିଲେ l
ରିପୋର୍ଟ-ହରିହର ପଟ୍ଟନାୟକ