Surprise Me!

ଜମି ବ୍ୟବସାୟୀଙ୍କୁ ଅପହରଣ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ୍‌; ଝିଆରୀ କରିଥିଲା ମର୍ଡର ପ୍ଲାନ୍ ! ମାଷ୍ଟରମାଇଣ୍ଡ ସମେତ 9 ଗିରଫ

2026-04-23 90 Dailymotion

ବ୍ରହ୍ମପୁର ବ୍ୟବସାୟୀଙ୍କୁ ହତ୍ୟା ଘଟଣା । ଝିଆରୀ ଓ ପୁତୁରା ସମେତ 9 ଗିରଫ । ଆଗକୁ ବଢିବ ଗିରଫଦାରି ସଂଖ୍ୟା । ବନ୍ଧୁକ, ମୋବାଇଲ ଜବତ । ରିପୋର୍ଟ- ସମୀର କୁମାର ଆଚାର୍ଯ୍ୟ