ରାଜସ୍ଥାନରେ ଦକ୍ଷିଣ ଭାରତ ତୁଳନାରେ ଅଧିକ ଘିଅ, ମିଠା ଆଦି ଖାଇବାର ପ୍ରଚଳନ ରହିଛି । ଏହି ସବୁ ଖାଦ୍ୟକୁ ଅଧିକ ମାତ୍ରା ସେବନ କରିଲେ ଡାଇବେଟିସ୍ ହେବାର ସମ୍ଭାବନା ବୃଦ୍ଧି ପାଏ ।