Surprise Me!

ବିବାହ ବିଚ୍ଛେଦର ପ୍ରମୁଖ କାରଣ ସାଜିଛି ମୋବାଇଲ; ପରିବାର ଅଦାଲତରେ ମାସକରେ 100ରୁ ଅଧିକ ମାମଲା

2026-05-27 14 Dailymotion

ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର, ଅଜଣା ଲୋକଙ୍କ ସହ ବନ୍ଧୁତ୍ୱ ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ସନ୍ଦେହ ଜାତ କରୁଛି ଏବଂ ଅନେକ ପରିବାରରେ ଫାଟ ସୃଷ୍ଚି କରୁଛି ।
ରିପୋର୍ଟ-ନାରାୟଣ ସାହୁ