Surprise Me!

ସ୍ୱାମୀଙ୍କ ପ୍ରେରଣା ବଦଳାଇଦେଲା ଭାଗ୍ୟ ! ଘରସଂସାର ସହିତ ସଂଘର୍ଷ କରି OAS ପାଇଲେ ସଙ୍ଗୀତା

2026-06-03 4 Dailymotion

ପତ୍ନୀଙ୍କ ଆଖିରେ ସ୍ବପ୍ନ ଦେଖି ତାଙ୍କୁ ପାଠ ପଢାଇଥିଲେ ସ୍ୱାମୀ । ଆର୍ଥିକ ଅନଟନକୁ ଏଡାଇ ପ୍ରଶାସନିକ ସେବା ଅଧିକାରୀ ହେଲେ ଦୁଇ ସନ୍ତାନର ମା' । ରିପୋର୍ଟ- ଅଜିତ ସିଂ