Surprise Me!

ନୟାଗଡ଼ ରାଇପୁର ସମବାୟ ସମିତିରେ ଉପସଭାପତିଙ୍କୁ ଆକ୍ରମଣ ଘଟଣାରେ ଆକ୍ସନ ମୋଡରେ ପୋଲିସ

2026-06-03 21 Dailymotion

ନୟାଗଡ଼ ଜିଲ୍ଲା ରାଇପୁର ପ୍ରାଥମିକ କୃଷି ସମବାୟ ସମିତିରେ ସମ୍ପାଦକ ଓ ଉପସଭାପତିଙ୍କୁ ପୂର୍ବତନ ସଭାପତି ଠେଙ୍ଗାରେ ଆକ୍ରମଣ ଘଟଣାର ତଦନ୍ତ କରୁଛି ପୋଲିସ । ରିପୋର୍ଟ-ବିଶ୍ବ ଭୂଷଣ ମହାପାତ୍ର