Surprise Me!

ଚାମେଲି ଓଝା ଘଟଣାରେ ପୋଲିସ ଓ ପ୍ରଶାସନକୁ ବିରୋଧୀଙ୍କ କଟାକ୍ଷ, ବଡି କ୍ୟାମେରା ନେଇ ଜିଲ୍ଲାପାଳଙ୍କ ସଫେଇ

2026-06-15 5 Dailymotion

ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ଗିରଫଦାରୀକୁ କେନ୍ଦ୍ର କରି ଉଠିଥିବା ବିବାଦ ଉପରେ ବିଜେଡି ଓ କଂଗ୍ରେସର କଡ଼ା ସମାଲୋଚନା। ସେପଟେ ଦୁର୍ବ୍ୟବହାର ମାମଲାରେ ଜଣେ ଗିରଫ। ରାଧାକାନ୍ତ ମହାନ୍ତିଙ୍କ ରିପୋର୍ଟ