Surprise Me!

କନ୍ଧମାଳ ବିଜେଡିକୁ ଶକ୍ତ ଧକ୍କା; ଦଳ ଛାଡ଼ିଲେ 4ଟି ବ୍ଲକର ଶତାଧିକ କର୍ମୀ ଏବଂ ନିର୍ବାଚିତ ପ୍ରତିନିଧି

2026-06-06 5 Dailymotion

ବାଲିଗୁଡ଼ା ବିଧାୟକ ଚକ୍ରମଣୀ କଅଁରଙ୍କୁ ସ୍ବାଗତକରି ନିଲମ୍ବିତ ଦୁଇ ବିଜେଡି ନେତା । ଦଳୀୟ ନିଷ୍ପତ୍ତିକୁ ବିରୋଧ କରି ବିଜେଡି ଛାଡ଼ିଲେ ଶତାଧିକ କର୍ମୀ ଏବଂ ନିର୍ବାଚିତ ପ୍ରତିନିଧି । ରିପୋର୍ଟ- ବାଳକୃଷ୍ଣ ଚର୍ଚ୍ଚି