Surprise Me!

ବୋଲଗଡ଼ ଥାନାଞ୍ଚଳରେ ଲୁଟେରାଙ୍କ ଆତଙ୍କ; ଘରେ ପଶି ଲୁଟିନେଲେ ଏକ କୋଟିର ସୁନାଳଙ୍କାର ଓ ନଗଦ ଟଙ୍କା

2026-06-22 12 Dailymotion

ବୋଲଗଡ଼ ଥାନା ବଂକୋଇ ଅଂଚଳରେ ଲୁଟେରାଙ୍କ ଆତଙ୍କ କମିବାର ନାଁ ଧରୁନି। ଗୋଟିଏ ମାସ ଭିତରେ ବଂକୋଇ ଫାଣ୍ଡି ଅଂଚଳରେ ତିନୋଟି ଚୋରି ଏବେ ପୋଲିସର ନିଦ ହଜେଇ ଦେଇଛି।
ରିପୋର୍ଟ-ଗୋବିନ୍ଦ ଚନ୍ଦ୍ର ପଣ୍ଡା