Surprise Me!

ମହାଠକ ଶଶଧର ପଣ୍ଡା ନାମରେ ବଢିଚାଲିଛି ଅଭିଯୋଗର ଫର୍ଦ୍ଦ, ରିମାଣ୍ଡରେ ଆଣି ପଚରାଉଚରା କରିବ କମିଶନରେଟ ପୋଲିସ

2026-07-22 1 Dailymotion

ଜମି ଦେବା ଏବଂ ସରକାରୀ କାମ କରାଇଦେବା ନାମରେ ଲୋକଙ୍କ ଠାରୁ ୩ ଲକ୍ଷରୁ ୧୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଠକି ନେଇଥିବାର ଅଭିଯୋଗ ହୋଇଛି । ରିପୋର୍ଟ: ନାରାୟଣ ସାହୁ