ଗାଡିରେ ଲାଗିଥିବା ବିକଟାଳ ହର୍ଣ୍ଣକୁ ବନ୍ଦ କରିବା ପାଇଁ ଗୁରୁବାରଠାରୁ ଅଭିଯାନ ଆରମ୍ଭ କରିଛି କମିଶନରେଟ ପୋଲିସ । ଶବ୍ଦ ପ୍ରଦୂଷଣ କରୁଥିବା ୬୨ ବସରୁ ୩୧ ହଜାର ଜରିମାନା ଅଦାୟ କରାଯାଇଛି ।