ନିଜ ଘରେ ଟିଉସନ କରୁଥିବା ଜଣେ ଛାତ୍ରୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗରେ କୁଚିଣ୍ଡା ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ରିପୋର୍ଟ- ବାଦଶାହ ଜୁସ୍ମନ ରଣା