ସମ୍ବଲପୁର ମୁଦିପଡ଼ାରେ ଥିବା ପୁରୁଣା ବସ୍ ଡିପୋକୁ ଆଧୁନିକ ଇ-ବସ ଡିପୋ ଭାବେ ଉନ୍ନତିକରଣ କରାଯିବ । ଅଇଁଠାପାଲି ସ୍ଥିତ ବସଷ୍ଟାଣ୍ଡର ହେବ ସମ୍ପ୍ରସାରଣ । ରିପୋର୍ଟ: ବାଦଶାହ ଜୁସ୍ମନ ରଣା