Surprise Me!

'ମହାପ୍ରଭୁ ଜଗନ୍ନାଥ' ଫିଲ୍ମ ବିବାଦ; ରାଜ୍ୟ ସରକାରଙ୍କ ବଡ ବୈଠକ, ଖୁବଶୀଘ୍ର ସମାଧାନ ହେବା ନେଇ ଆଶା ପ୍ରକାଶ କଲେ ଗଜପତି ମହାରାଜା

2026-08-05 1 Dailymotion

'ମହାପ୍ରଭୁ ଜଗନ୍ନାଥ' ଆନିମେଟେଡ୍ ଫିଲ୍ମ ବିବାଦ ନେଇ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ।ଏହା ମହାପ୍ରଭୁ ପ୍ରତ୍ୟେକ ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ ।ଖୁବଶୀଘ୍ର ସମାଧାନ ଆଶା ଥିବା କହିଲେ ଗଜପତି ମହାରାଜା ।