Surprise Me!

ବନ୍ୟା ଛାଡିଲା, ଯାଜପୁରରେ ସାପ ଭୟ ବଢିଲା: ଗାଁରେ ପଶୁଛନ୍ତି ବିଷଧର, ସାପ କାମୁଡିଲେ କରିବେ କଣ ?

2026-08-05 17 Dailymotion

ବନ୍ୟା ପାଣିରେ ଭାସି ଆସି ଗାଁ ଗଣ୍ଡାରେ ବୁଲୁଛନ୍ତି ବିଷଧର ସାପ । ଚଳିତ ବନ୍ୟା ପରେ ଯାଜପୁର ବିଭିନ୍ନ ବ୍ଲକରେ ଶତାଧିକ ସାପ କାମୁଡା ରୋଗୀ । ରିପୋର୍ଟ: ଜ୍ଞାନ ରଞ୍ଜନ ଓଝା