Surprise Me!

ଗାଁରେ ଘର ପ୍ରତିଷ୍ଠା ଭୋଜି ଖାଇ ୩୦ ଛୋଟ ପିଲାଙ୍କ ସମେତ ୭୦ ଅସୁସ୍ଥ

2026-08-07 2 Dailymotion

ଭୋଜି ଖାଇ ଆସିବା ପରେ ଅଧିକାଂଶ ଲୋକଙ୍କୁ ଆଜି ସକାଳୁ ଝାଡ଼ା, ବାନ୍ତି, ଜ୍ୱର ହେଉଛି। ମେଡିକାଲକୁ ଚିକିତ୍ସା ପାଇଁ ୫୦-୬୦ ଜଣ ଆସିଛନ୍ତି।
ରିପୋର୍ଟ-ଜୀବନ ଜ୍ୟୋତି ନାୟକ